Browsing Category

ଅପରାଧ

ଗୁଡ୍ଡୁ ମୁସଲିମ ପାଇଁ ପଶ୍ଚିମ ଓଡ଼ିଶାରେ ୟୁପି ପୁଲିସ

ସମ୍ବଲପୁର: ଉତ୍ତରପ୍ରଦେଶ ପୁଲିସର ଏସଟିଏଫ କୁଖ୍ୟାତ ଅପରାଧି ଗୁଡ୍ଡୁ ମୁସଲିମକୁ ଖୋଜି ଖୋଜି ଇତି ମଧ୍ୟରେ ଓଡ଼ିଶାରେ ପହଞ୍ଚି ସାରିଛି। ଏହି କ୍ରମରେ ୟୁପି ଏସଟିଏଫ ପଶ୍ଚିମ ଓଡ଼ିଶାର ବରଗଡ ଆସିବା ବିଷୟରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ଡ. ଦୀପକ କୁମାର ସୂଚନା ଦେଇଛନ୍ତି। ଏ ସର୍ମ୍ପକରେ…

ମାଓବାଦୀଙ୍କ ଲଙ୍କାକାଣ୍ଡ, ଜାଳିଦେଲେ ଲୁହାପଥର ପରିବହନ କରୁଥିବା ଟ୍ରକ୍

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ବଡ ଧରଣର ଲଙ୍କାକାଣ୍ଡ। ଫରସଗାଓଁ ନିକଟରେ ଏକ ଟ୍ରକକୁ ଜାଳିଦେଲେ ମାଓବାଦୀ। ଛୋଟେ ଡଙ୍ଗର ଖାଦାନରୁ ଲୁହା ପଥର ବୋଝେଇ ଆଣିବା ପାଇଁ ଯିବା ବେଳକୁ ମାଓବାଦୀ ଉଭୟ ପାର୍ଶ୍ଵରେ ଗଛ କାଟି ରାସ୍ତା…

ବିବାହ ବେଦୀ ଉପରେ ଏସିଡ ମାଡ଼, ବର କନ୍ୟା ସମେତ ୧୨ ଗୁରୁତର…

ଉମରକୋଟ : ଛତିଶଗଡ଼ ଅନ୍ତର୍ଗତ ବସ୍ତର ଜିଲ୍ଲାରୁ ଏକ ବଡ ଖବର ସାମ୍ନାକୁ ଆସିଛି। ବିବାହ ବେଦୀ ଉପରେ କେହି ଜଣେ ଦୁର୍ବୃତ୍ତ ଏସିଡ୍ ମାଡ଼ କରି ଫେରାର୍ ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇ ଥିବା ବେଳେ ବର…

୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ନାଁରେ ମାମଲା…

ନୟାଗଡ଼:ଖଣି ଲିଜଧାରୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ଚାନ୍ଦପୁର ଥାନା ପୋଲିସ । ଘଟଣାକୁ ଖଣ୍ଡନ କରିବା ସହ ୨ କୋଟି ୮୧ ଲକ୍ଷ ଟଙ୍କାର ଫାଇନ ପଡିଥିବାରୁ ଏହାକୁ ଡ଼ାଇଭର୍ଟ କରିବାକୁ ଏପରି…

ଛାତ୍ରୀଙ୍କ ଠାରୁ ଉତ୍ତର ଖାତା ନନେଇ, ପ୍ରଶ୍ନ ପତ୍ର ନେଇଗଲେ ସାର…

ବାଲେଶ୍ୱର : ଉତ୍ତର ଖାତା ନୁହେଁ, ପ୍ରଶ୍ନ ପତ୍ର ନେଇଗଲେ ସାର। ଏଭଳି ଆଶ୍ୟର୍ଯ୍ୟଜନକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଳକ ଜାମୁଝାଡି ସ୍ଥିତ ଦାମୋଦର ହାଇସ୍କୁଲରେ। ଗତ ମାର୍ଚ୍ଚ ୨୦ ତାରିଖରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଗଣିତ ପରୀକ୍ଷା ଥିଲା। ପରୀକ୍ଷା ଶେଷ ପରେ…

ବାଦପୁର ଘାଟିରେ ୫୦ ଫୁଟ ତଳକୁ ଖସିଲା ଟ୍ରକ

ମୋହନା: ଆର.ଉଦୟଗିରି ଥାନା ଅନ୍ତର୍ଗତ ବାଦପୁର ଘାଟିରେ ଆଜି ସକାଳେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଘଟିଛି । ୧୮ଚକିଆ ଗାଡିଟି ବିଶାଖାପାଟନମ୍ ଠାରୁ ଆର.ଉଦୟଗିରି ବ୍ଲକର କୁଆଁପଡା ଥିବା ସାରଳା କନଷ୍ଟ୍ରକସନ୍ କୁ ଯାଉଥିଲା। ତେବେ ପ୍ରକଳ୍ପ ନିକଟରେ ପହଞ୍ଚିବାର ୨୨…

କ୍ୟାମିକାଲ ପାଣିରେ ସାଧାକାଗଜ ବୁଡ଼ାଇଲେ ଟଙ୍କା ବାହାରିବା ଆଶାରେ ଲକ୍ଷାଧିକ ଲୁଟ୍‌ର ଶିକାର ହେଲେ ଶିକ୍ଷକ

ବାଲେଶ୍ୱର: କ୍ୟାମିକାଲ ପାଣିରେ ସାଧାକାଗଜ ବୁଡ଼ାଇଲେ ଟଙ୍କା ବାହାରିବ। ଲୁଟେରାଙ୍କର ଏଭଳି କଥାରେ ପଡ଼ି ତଥା କମ ପରିଶ୍ରମରେ କୋଟିପତି ହେବାର ଆଶା କରି ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଏକ ଘରୋଇ ସ୍କୁଲର ଶିକ୍ଷକ ଠକେଇର ଶିକାର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା…

ଜଗତସିଂହପୁରରୁ ନିଖୋଜ ଯବାନଙ୍କ ମୃତଦେହ ଯାଜପୁରରୁ ଉଦ୍ଧାର…

ଯାଜପୁର :ତିନି ଦିନ ତଳେ ଜଗତସିଂହପୁରରୁ ନିଖୋଜ ହୋଇଯାଇଥିଲେ ଜଣେ ଯବାନ। ତାଙ୍କର କୌଣସି ପତ୍ତା ମିଳୁ ନଥିଲା। ଦୁଇ ଦିନ ପୂର୍ବରୁ ଯବାନଙ୍କ ବାଇକ୍ ଯାଜପୁରରୁ ମିଳିଥିବା ବେଳେ ଆଜି ଆଜି ତାଙ୍କ ଝୁଲନ୍ତା ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୂର୍ଯ୍ୟକାନ୍ତ କୁଆଁର। ତାଙ୍କ ଘର…

ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ…!

ଭୁବନେଶ୍ବର: ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ୍। ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା। ଶନିବାର ରାତିରେ ୟୁପି ପ୍ରୟାଗରାଜରେ ପୋଲିସ ହେପାଜତରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମାଫିଆ ଡନ୍ ଅତିକ ଓ ଅସରଫ ଯେତେବେଳେ ଆସିଥିଲେ ସେହି ସମୟରେ ଗୁଳିମାଡର ଶିକାର…

ଜଙ୍ଗଲରୁ ଉଦ୍ଧାର ହେଲା ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ…

ସୁବର୍ଣ୍ଣପୁର: ଜଙ୍ଗଲରେ ପଡ଼ିଛି ୨ ମୃତଦେହ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଦୀପପାଲି ଜଙ୍ଗଲରୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିନାହିଁ । ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ଦୁଇରୁ ୩ଦିନ ତଳେ ମୃତ୍ୟୁ ହୋଇଥିବା…