Sign in
Sign in
Recover your password.
A password will be e-mailed to you.
Browsing Category
ଅପରାଧ
ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା
ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବରଗୁଡିପଡ଼ାରେ ଜଣେ ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରହ୍ଲାଦ ଦାସ।
ଆଜି ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ପ୍ରହ୍ଲାଦ ଘରେ ଥିବା ବେଳେ ନିକଟସ୍ଥ ନାରଦିଆ ଗ୍ରାମର ବାନା ଦାସ ତାଙ୍କୁ…
ଘରୋଇ ନର୍ସିଂ ହୋମରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ
ଯାଜପୁର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ l ନର୍ସିଂହୋମ ଘେରିଲେ ପରିବାର ଲୋକେ । ଯାଜପୁର ମାନସାପୋଲ ନିକଟରେ ଓମ ସାଇ ନର୍ସିଂହୋମରେ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି l ମୃତ…
+2 ଫେଲ୍ ଥିଲା ଡାକ୍ତର ବୁଖାରି, କିନ୍ତୁ ୬ଟି ଭାଷାରେ ଥିଲା ପାରଙ୍ଗମ
ଭୁବନେଶ୍ୱର : ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସୟିଦ ଇଶାନ ବୁଖାରିକୁ ନେଇ ଆସିଛି ନୂଆ ତଥ୍ୟ l STF ହାତରେ ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀର CDR। ତା ମୁହଁରୁ ଗୋଟି ଗୋଟି ସତ ଉଗାରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏକାଧିକ ଲୋକଙ୍କ ସହ ହ୍ଵାଟ୍ସଆପ ସହ ଫୋନରେ କଥା…
ବିଚ୍ ରାସ୍ତାରେ ଜିଆର୍ଏସ୍ଙ୍କୁ ଛୁରାମାଡ଼
ଗଞ୍ଜାମ: ବିଚ୍ ରାସ୍ତାରେ ଜିଆର୍ଏସ୍ଙ୍କୁ ଛୁରାମାଡ଼। ଗ୍ରାମ ରୋଜଗାର ସେବଙ୍କୁ ଗାଁ ମଝିରେ ଛୁରାମାଡ଼ କଲେ ଦୁର୍ବୃତ୍ତ। ଫଳରେ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା କଳମ୍ବ ଆନ୍ତରପଡାରେ ଘଟିଛି ଏଭଳି କିଛି…
ସୁନ୍ଦରଗଡରେ ମାଓ ପୋଷ୍ଟର, ଗୋ ଚାଲାଣ ବନ୍ଦ ପାଇଁ ଚେତାବନୀ
ସୁନ୍ଦରଗଡ : ସୁନ୍ଦରଗଡରେ ମାଓ ପୋଷ୍ଟର । ଗୋ ଚାଲାଣ ବନ୍ଦ ପାଇଁ ଲାଗିଲା ପୋଷ୍ଟର । ସୁନ୍ଦରଗଡ ଘୋରୋଇ ବସଷ୍ଟାଣ୍ଡରେ ଲାଗିଛି ପୋଷ୍ଟର।
ଗତକାଲି ରାତି ଏହି ପୋଷ୍ଟର ଲାଗିଥିବା ଅନୁମାନ କରାଯାଉଛି। ଛତିଶଗଡ ,ଝାରଖଣ୍ଡ ସମେତ ସୁନ୍ଦରଗଡ଼ରେ ଦିନକୁ ଦିନ ଗୋ ଚାଲାଣ ବୃଦ୍ଧି…
ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ଗିରଫ…
ଭୁବନେଶ୍ୱର : ଗିରଫ ହେଲେ କୁବେର ଯୋଗାଣ ଅଧିକାରୀ । ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଗତକାଲି ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ…
ସରକାରୀ-ଗୋଚର- ଦେବଦତ୍ତ-ଜମି ଏବେ ଜମି ମାଫିଆ ଙ୍କ କବ୍ଜା ରେ…!
ଜମି ମାଫିଆ ଙ୍କୁ ସମ୍ପୂର୍ଣ୍ଣ ସହଯୋଗ ରେ ଜିଲ୍ଲା ପ୍ରଶାସନ...!
ଡକାୟତି ଯୋଜନା ଚାଲିଥିବାବେଳେ କାବୁ କଲା ପୋଲିସ, ୫ ଗିରଫ…
ଭୁବନେଶ୍ବର: ଡକାୟତି ଯୋଜନା ଚାଲିଥିବାବେଳେ ଏହାକୁ ପଣ୍ଡ କଲା ପୋଲିସ । ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଞ୍ଚେଶ୍ଵର ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ଭିତରୁ ୪ ଜଣ ହେଲେ ଅମରନାଥ ସଫେରା(୨୪), ଗୋବିନ୍ଦା ସଫେରା(୨୧),…
ମିଳିଲା ପିହୁର ଅପହରଣକାରୀଙ୍କ ସିସିଟିଭି ଫୁଟେଜ, କ୍ୟାମେରାରେ ସବୁ ଦୃଶ୍ୟ କଏଦ…
ମିଳିଲା ପିହୁର ଅପହରଣକାରୀଙ୍କ ସିସିଟିଭି ଫୁଟେଜ । ୧୮ ତାରିଖରେ ଦେବଗଡ଼ର ଶିଶୁକନ୍ୟା ପିହୁକୁ ଅପହରଣ କରି ଦୁର୍ବୃତ୍ତମାନେ ସୁନ୍ଦରଗଡ଼ ନେଇ ଆସିଥିଲେ। ଏକ ଧଳା ରଙ୍ଗାର କାରରେ ଆସି ସହରର ମିସନ ରୋଡସ୍ଥିତ ହୋଟେଲ ପାର୍ବତୀ ରେସିଡେନ୍ସି ନିକଟରେ ଅଟକିଥିଲେ।
ରାତି ୧୦ଟା…
ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା
ଭୁବନେଶ୍ଵର: ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା । ବର୍ତ୍ତମାନ ସୁଦ୍ଧା ୨ଟି ବହୁତଳ ପ୍ରାସାଦ, ୫ଟି ପ୍ଲଟ୍, ୧ କୋଟି ୨୧ ଲକ୍ଷ ଟଙ୍କାର ଡିପୋଜିଟ, ୫୩୬ ଗ୍ରାମ୍ ସୁନା, ୧ ଲକ୍ଷ ୨୧ ହଜାର ନଗଦ ଟଙ୍କା, ଗୋଟିଏ ଚାରି…