ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ବସ୍, ଦୁର୍ଘଟଣାରେ ୧୦ ଗୁରୁତର

add-all

acc

ଜଳେଶ୍ୱର: ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ୧୦ ଗୁରୁତର। ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଭେଲୋରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ ଜ୍ୟୋତି ଟ୍ରାଭେଲସ ନାମକ ଏକ ବସ୍ ୨୫ ଜଣ ଯାତ୍ରୀଙ୍କୁ ନେଇ ବିହାରରୁ ପୁରୀ ଯାଉଥିବାବେଳେ ପଛରୁ ଆସୁଥିବା ଅନ୍ୟ ଏକ ବସ୍ ଧକ୍କା ଦେଇଥିଲା। ୧୦ ଗୁରୁତରଂକୁ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବସ୍ତା ପୋଲିସର ତଦନ୍ତ ଜାରି ରହିଛି। ଅନ୍ୟ ଯାତ୍ରୀମାନଂକୁ ଉଦ୍ଧାର କରାଯାଇ ଗନ୍ତବ୍ୟସ୍ଥଳକୁ ପଠାଯାଉଛି।


Post Views: 7

ad-week
Leave A Reply

Your email address will not be published.