ବାଲେଶ୍ବର ରେ ବିଶ୍ବ ସାଂକେତିକ ଦିବସ ପାଳିତ…

add-all

ବାଲେଶ୍ବର:-ଓଡିଶା ର ବାଲେଶ୍ବର ଜିଲ୍ଲା ରେ ବିଶ୍ବ ସାଂକେତିକ ଦିବସ ପାଲିତ ହୋଇଛି।ମୁଖ୍ୟଅତିଥି ଭାବରେ ଏସ୍ପି ସାଗରିକା ନାଥ ଓ ବିଧାୟକ ସ୍ବରୂପ ଦାଶ ଯୋଗଦେଇ ମୁକ ବଦ୍ଧିର ପିଲାମାନଙ୍କୁ ଉତ୍ସାହିତ କରିଥିଲେ।ମୁକ ବଦ୍ଧିର ପିଲାମାନେ କିଭଳି ଭାବରେ ସମାଜର ମୁଖ୍ୟ ସ୍ରୋତ ରେ ସାମିଲି ହୋଇ ସ୍ବବାଲମ୍ବି ହୋଇପାରିବେ ସେହି ବିଷୟ ରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବାଲେଶ୍ବର ମୁକ ବଦ୍ଧିର ସଂଘ ତରଫରୁ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନୁବାଦକ ସମୀର ନାୟକଙ୍କୁ ସେବା ସନ୍ମାନ ପୁରଷ୍କାର ରେ ସନ୍ମାନିତ କରାଯାଇଥିଲା।

ad-week
Leave A Reply

Your email address will not be published.