କଟକଣା ସତ୍ତ୍ୱେ ଢ଼ୋ-ଢ଼ୋ ଫୁଟିଲା ବାଣ, ପ୍ରଦୂଷଣ ବଢ଼ିଲା…

add-all

ବ୍ରହ୍ମପୁର : ସୁପ୍ରିମ କୋର୍ଟ ର ଆଦେଶ ସତ୍ତ୍ୱେ ଗଞ୍ଜାମ ଜିଲ୍ଲା ରେ ଢ଼ୋ-ଢ଼ୋ ଫୁଟିଲା ବାଣ ସକାଳେ ଆକାଶ ରେ ଧୂଆଁଳିଆ ପରିବେଶ। କଟକଣା ଫୁ ପ୍ରଦୂଷଣ ପୁଣି ବିଗିଡ଼ିଲା ଗଞ୍ଜାମ ଜିଲ୍ଲା ରେ ବାଣ ଖୁଲାମ ଖୁଲା ବିକ୍ରି ହେଲା। ଲୋକେ ବାଣ ବି ସେମିତି ଫୁଟାଇଲେ କଟକଣା ମାନିବାକୁ ଅଧିକାରୀ ମାନେ ପ୍ରସ୍ତୁତ ନାହାନ୍ତି, ଭଳି ମନେ ହେଲା ବାଣ ଦୋକାନ ମାଳ ମାଳ ଖୋଲିଲା ବୋଲି ଆଜି ଚାଖଟି ରେ ଚର୍ଚ୍ଚା ହେଉଛି।

କଟକଣା ଓ ନିର୍ଦ୍ଦେଶ କୁ ଭୃକ୍ଷେପ ନ କରି ଛତୁ ଫୁଟିଲା ଭଳି ବାଣ ଦୋକାନ ଖୋଲିବାକୁ କୁ ସମ୍ପୂର୍ଣ ସହଯୋଗ କରିଲା ପ୍ରଶାସନ ବୋଲି ଚର୍ଚ୍ଚା ହେଲାଣି। ଶାସନ ବ୍ୟବସ୍ଥା ଏବେ ସମ୍ପୂର୍ଣ ଢିଲା ଦେଶର ରାଜଧାନୀ ଦିଲ୍ଲୀ ରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି। ସେହି ଭଳି ପରିସ୍ଥିତି ଏବେ ସାରା ଗଞ୍ଜାମ ଜିଲ୍ଲା ରେ ଏବେଠୁ ଦେଖିବାକୁ ମିଳିଲାନି ବୋଲି ବୁଦ୍ଧିଜୀବୀ ମନେ ମତ ପୋଷଣ କରୁଛନ୍ତି।

ad-week
Leave A Reply

Your email address will not be published.