ଶ୍ୟାମାକାଳୀଙ୍କ ପୂଜା ଉପଲକ୍ଷେ ୫୨ ୟୁନିଟର ରକ୍ତ ସଂଗ୍ରହ…

add-all

ଛତ୍ରପୁର: ଶ୍ୟାମାକାଳୀ ଯୁବକ ସଂଘ ପକ୍ଷରୁ ଚଳିତ ବର୍ଷ ଶ୍ୟାମାକାଳୀ ପୂଜାର ଚତୁର୍ଥ ଦିବସରେ ଏକ ରକ୍ତଦାନ ଶବିରର ଆୟୋଜନ କରି ସମାଜ ସେବା ପାଇଁ ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ପୂଜା ଉପଲକ୍ଷେ ଗ୍ରାମବାସିଙ୍କ ଅଶ୍ରିବାଦରୁ ସମସ୍ତ ଯୁବକ ଭାଇମାନେ ଏକତ୍ରିତ ହୋଇ 52 ୟୁନିଟ ରକ୍ତ ଦାନ କରିଛନ୍ତି। ଏଥିରେ ଅତିଥି ଭାବେ ନିହାର ରଞ୍ଜନ ନାୟକ ଯୋଗଦେଇ ରକ୍ତ ଦାତାଙ୍କୁ ରକ୍ତ ଦାନର ମହନୀୟତା ବୁଝାଇ ଉତ୍ସାହିତ କରିଥିଲେ ଏବଂ ଏହି ଯୁବକ ସଂଘ ର ସଭାପତି s ଯୁଧିଷ୍ଠିର ରେଡୀ, ସମ୍ପାଦକ ସିବରଞ୍ଜନ ସାହୁ ଉପ ସଭାପତି ଦେବାଶିଷ ବେହେରା, ଟ୍ରଷ୍ଟି ମହେନ୍ଦ୍ର ଗୌଡ଼ କୋଷାଧ୍ୟକ୍ଷ s ସୁଶାନ୍ତ ରେଡି ଉପଦେଷ୍ଟା ରଘୁନାଥ ବେହେରା, T କିଶୋର ରେଡ୍ଡୀ, ପଦ୍ମ ଲାଭ ସାହୁ, ରମେଶ ପାତ୍ର, ରଞ୍ଜିତ, ଶିବ, ତପନ ସାହୁ ସମ୍ଭୁ, ଦିଲୀପ, ବାପି, ନାରାୟଣ, ସତ୍ୟ, s ବନମାଳୀ, s ଗଜେନ୍ଦ୍ର, ଦେବେନ୍ଦ୍ର, ଜୀତେନ୍ଦ୍ର,s ଗଣେଶ, ରାଜା ଙ୍କ ସମେତ ବଡମାଧପୁର ଗ୍ରାମବାସୀ ବୃନ୍ଧ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ad-week
Leave A Reply

Your email address will not be published.