ସୋମବଂଶ ଉଲେଶ୍ୟ ଗୋତ୍ର ପକ୍ଷରୁ ବଂଶ ପୁସ୍ତକ ଉନ୍ମୋଚନ…

add-all

ହିଞ୍ଜିଳିକାଟୁ (୧୯।୧୧) : ସୋମବଂଶ ଉଲେଶ୍ୟ ଗୋତ୍ର ପକ୍ଷରୁ ରବିବାର ହିଞ୍ଜିଳିକାଟୁ ବ୍ଲକ୍ ମା ଶ୍ୟାମଳାଇ ମନ୍ଦିର ପୀଠ ରେ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ସମାବେଶରେ ନୂତନ ବଂଶାବଳୀ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସଭାପତି ଇଂ ରାମକୃଷ୍ଣ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାରଣା ବିବରଣୀ ପାଠ କରିଥିଲେ। ଦେବଶିଳ୍ପୀ ତଥା କୁଳ ଦେବତା ବିଶ୍ଵକର୍ମାଙ୍କୁ ପୂଜା ହୋଇଥିଲା।

ଏଥିରେ ବଂଶର ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଥିଲେ। ବଂଶର ସମସ୍ତ ପରିବାର ର ଉନ୍ନତି ଓ ସଂସ୍କାର ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଉପସଭାପତି- ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାରଣା ଯୁଗ୍ମ ସଂପାଦକ ଶ୍ରୀଯୁକ୍ତ ରବିନ୍ଦ୍ର ମହାରଣା ଉପଦେଷ୍ଠା- ନୀଳକଣ୍ଠ ମହାରଣା, ପର୍ଶୁରାମ ମହାରଣା ,ଅଭିମନ୍ୟୁ ମହାରଣା କୋଷାଧକ୍ଷ – ଶ ଉମା ମହାରଣା, ସୁଶାନ୍ତ ମହାରଣା ଭଗବାନ ମହାରଣା ପ୍ରକାଶ ଚନ୍ଦ୍ର ମହାରଣା , ରବିନ୍ଦ୍ର ମହାରଣା (ଘଟକୁରୀ) କାଳୀ ଚରଣ ମହାରଣା ସୀତା ରାମ ମହାରଣା ସନ୍ୟାସି ମହାରଣା ଭଗବାନ ମହାରଣା ଶଙ୍କର ପ୍ରସାଦ ମହାରଣା ରାଜେନ୍ଦ୍ର ମହାରଣା ହରେକୃଷ୍ଣ ମହାରଣା ,ଲକ୍ଷ୍ମୀ ନାରାୟଣ ମହାରଣା ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ।

ad-week
Leave A Reply

Your email address will not be published.