ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନିଶାମୁକ୍ତ ଅଭିଯାନ..

add-all

ବେଗୁନିଆ : ବେଗୁନିଆ ଗୋବିନ୍ଦପୁର ପଞ୍ଚାୟତ ପରିଛଳ ଗାଁରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଆୟୋଜନରେ ନିଶାମୁକ୍ତି ଅଭିଯାନ ଅନୁଷ୍ଠିତ ହୋଇଛି। ଗ୍ରାମବାସୀଙ୍କ ସହିତ ସରପଞ୍ଚ, ବୁଦ୍ଧିଜୀବୀ ପ୍ରମୂଖ ପଞ୍ଚାୟତ ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ପରେ ଗାଁକୁ ନିଶାମୁକ୍ତ କରିବା ପାଇଁ ତୃଣମୁଳସ୍ତରରୁ ମହିଳାମାନେ ଆଗକୁ ଆସିବା ପାଇଁ ଆହ୍ବାନ କରାଯାଇଛି  ।

ad-week
Leave A Reply

Your email address will not be published.