ଫୁଲବାଣୀରେ ୬୧ ତମ ହୋମଗାର୍ଡ ଦିବସ ପାଳିତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ହୋମଗାର୍ଡ କର୍ମକର୍ତ୍ତା ଙ୍କୁ ନେଇ ୬୧,ତମ ହୋମଗାର୍ଡ ଦିବସ ବହୁ ଆଡମ୍ବରରେ ପାଳିତ ହେଇଯାଇଛି l ଏହି ଅବସରରେ ଜିଲ୍ଲାର ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ କନ୍ଧମାଳ ଜିଲ୍ଲା ହୋମଗାର୍ଡ କମାଣ୍ଡେଣ୍ଟ ସୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶରେ ଜେନେରାଲ ଆର୍ ଆଇ ବିରସେନ ଶବର ଏବଂ ହୋମଗାର୍ଡ ଆର୍ ଆଇ ବାଲୁକେଶ୍ୱର କଚପ ପରିଚାଳନା କରିଥିଲେ ।ଏହି ପରିପ୍ରେକ୍ଷୀରେ ଗୃହ ରଖି ଭାଇ ଭଉଣୀ ମାନଙ୍କୁ ନିଜ କର୍ତ୍ତବ୍ୟ ଓ ନିଷ୍ଠା ସହକାରେ

ପାଳନ କରିଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା l
ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ସଭାପତି ପ୍ରଭାତ କୁମାର ସାହାଣୀ ଆବାହକ ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ ହୋମଗାର୍ଡ ସଂଘ ପରାମର୍ଶଦାତା କୁନା ଦିଗାଲ ସମ୍ପାଦକ ସପନ କୁମାର ମିଶ୍ର କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍ କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ ଟାଉନ ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ଉପ ସଭାପତି ସାଫ୍ରିନ୍ ଖାନ୍ କୋଷାଧ୍ୟକ୍ଷ ଜୟନ୍ତୀ ଚୈାଧୁରୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.