
ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଜୟ କୁମାର। ଯେଉଁଠି ବ୍ଲକ ଓ ପଂଚାୟତ ସ୍ତରରେ କମିଟି ନାହିଁ, ତୁରନ୍ତ କମିଟି ଗଠନ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ଆସନ୍ତା ନିର୍ବାଚନରେ ୧-୩ ଅନୁପାତରେ ଲଢ଼ିବ କଂଗ୍ରେସ। ଜଣେ ଜଣେ ବିଧାୟକକୁ ଦିଆଯିବ ନିଜ ନିର୍ବାଚନମଣ୍ଡଳୀ ସହ ଆଉ ୩ ନିର୍ବାଚନୀ ମଣ୍ଡଳୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।