ହ୍ୱାଇଟ୍‌ ହାଉସ ଫାଟକରେ ପିଟିହେଲା କାର୍‌ , ଡ୍ରାଇଭର ଗିରଫ…

Accident_1704767637

ଭାରସାମ୍ୟ ହରାଇ ହ୍ୱାଇଟ୍‌ ହାଉସ ଫାଟକରେ ପିଟିହେଲା କାର୍‌ । ଦୁର୍ଘଟଣାଗ୍ରସ୍ତ କାର୍‌ ଡ୍ରାଇଭରକୁ ପୁଲିସ ଗିରଫ କରିବା ସହ ଗାଡ଼ିକୁ ଜବତ କରିଛି। ଗତକାଲି ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଛି।

ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ହ୍ୱାଇଟ୍‌ ହାଉସ ଫାଟକରେ ପିଟି ହେଲା। ଦୁର୍ଘଟଣାଗ୍ରସ୍ତ କାର୍‌ ଡ୍ରାଇଭରକୁ ଗିରଫ କଲା ପୁଲିସ । ଆମେରିକା ସିକ୍ରେଟ ସର୍ଭିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଗତ ମାସରେ ବାଇଡେନଙ୍କ କାର୍‌କେଡ ସହ ଏକ କାର୍‌ ଧକ୍କା ହୋଇଥିଲା। ଉକ୍ତ ସମୟରେ କାର୍‌ ଡ୍ରାଇଭରଜଣକ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ପୁଲିସ୍‌ ତାଙ୍କୁ ବାନ୍ଧିଥିଲା।

ad-week
Leave A Reply

Your email address will not be published.