ରାଇଘର ଗ୍ରସ୍ତରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍…

1d47f367-2c66-42c8-8ee0-6a28bfadc323

ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ଗ୍ରସ୍ତରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଗତ ମାର୍ଚ୍ଚ ମାସରେ ଜିଲ୍ଲାବାସୀଙ୍କୁ ଦେଇଥିବା ଅଭିଯୋଗ ମଧ୍ୟରୁ ୫୦ ଟିର ସମାଧାନ ହୋଇଥିବା ବେଳେ ଆଉ କିଛି ଅଭିଯୋଗର ସମାଧାନ ହେବ ବୋଲି 5T ଅଧ୍ୟକ୍ଷ ପ୍ରତିଶୃତି ଦେଇଛନ୍ତି।

ଗତ ନଅ ମାସ ମଧ୍ୟରେ ୨୦୦ କୋଟି ଟଂକା ଅନୁଦାନ ଯୋଗାଇଥିବା ପାଣ୍ଡିଆନ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଉମରକୋଟରେ ଡାୟଲସିସ୍ ସେଣ୍ଟର୍ ଓ ରକ୍ତ ଭଣ୍ଡାର ଖୋଲିବା ସହ ଉମରକୋଟରୁ ରାଇଘର, ରାଇଘର ଠାରୁ ଖିଲୋଲି, ବେଙ୍ଗଲି ସମାଜ ଗୃହ ନିର୍ମାଣ ପାଇଁ କୋଟିଏ କୋଡିଏ ଲକ୍ଷ ଅନୁଦାନ ଓ ଗଣ୍ଡ ସମାଜ ଗୃହ ନିର୍ମାଣ ପାଇଁ ୫୨ ଲକ୍ଷ ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା 5T ଅଧ୍ୟକ୍ଷ କହିଛନ୍ତି ।

ad-week
Leave A Reply

Your email address will not be published.