ଜାଲ୍‌ ଦସ୍ତଖତରେ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ଜବାବ ତଲବ

add-all

high-court

କଟକ  : କେନ୍ଦ୍ରାପଡ଼ା ପୂର୍ବତନ ଅତିରିକ୍ତ ଜିଲାପାଳ ତଥା ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ସଭାପତିଙ୍କ ଜାଲ୍‌ ଦସ୍ତଖତ କରି ମହାବିଦ୍ୟାଳୟରେ ୪୮ ଜଣକୁ ନିଯୁକ୍ତି ଘଟଣାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଗୁରୁବାର ଜବାବ ତଲବ କରିଛନ୍ତି।

ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦିଆଯାଇଥିଲେ ବି କାହିଁକି ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ତା’ର ଉତ୍ତର ୩ ସପ୍ତାହ ମଧ୍ୟରେ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.