ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାମଲେଖା ଏଣ୍ଟ୍ରାନ୍ସ ରେଜଲ୍ଡ ପ୍ରକାଶିତ

add-all

bse

କଟକ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସ ଟେଷ୍ଟ (OAVET)ର ଫଳାଫଳ ଆଜି ପ୍ରକାଶ ପାଇଛି। କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚଳିତ ବର୍ଷ ଷଷ୍ଠରୁ ନବମ ଶ୍ରେଣୀରେ ନାମ ଲେଖାଇବା ପାଇଁ ହୋଇଥିଲା ଏହି ପ୍ରବେଶିକା ପରୀକ୍ଷା।
OAVET ସହିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ଏଣ୍ଟ୍ରାନ୍ସ ଟେଷ୍ଟ (OMAVET) ଫଳାଫଳ ମଧ୍ୟ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା କରାଯାଇଥିଲା।
ଏହି ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ www.bseodisha.ac.in କୁ ଯାଇ ସେମାନଙ୍କ ଫଳ ଦେଖି ପାରିବେ।

ad-week
Leave A Reply

Your email address will not be published.