ଅଗ୍ନିକାଣ୍ଡରେ ନଷ୍ଟହୋଇଥିବା ଦୋକାନୀଙ୍କୁ ସହାୟତାର ହାତ ବଢାଇଲେ ଉତ୍କଳ ସାମ୍ବାଦିକ ସଂଘ

add-all

ମାଲକାନଗିରି : ଶୁକ୍ରବାର ଦିନ ମଧ୍ୟରାତ୍ରରେ ମାଲକାନଗିରି ସଦର ମହକୁମା ଦୁର୍ଗାଗୁଡି ସାହିର ଜଗଦିଶ ପଣ୍ଡାଙ୍କ ତେଜରାତି ଦୋକନ ରେ ଅଗ୍ନିକାଣ୍ଡ ଘଟି ଦୋକାନଟି ସମ୍ପୂୁର୍ଣ ଭାବେ ଜଳି ଯିବା ସହ ଦୋକାନରେ ଥିବା ଲ କ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇ ଯାଇଥିଲ । ଯାହାଫଳରେ ଶ୍ରୀ ପଣ୍ଡା ଓ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତିା ଉକ୍ତ ଦୋକାନରୁ ଆୟ କରୁଥିବା ଅର୍ଥରୁ ନିଜ ପରିବାର ପ୍ରତିପୋଷଣ କରୁଥିଲୋ ଏହି ଖବର ପାଇ ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଆଜି ଶ୍ରୀ ପଣ୍ଡାଙ୍କ ବାସ ଭବନକୁ ଯାଇ ତାଙ୍କୁ ସାନ୍ତନା ଦେବା ସହ ୧୫ ହଜାର ଟଙ୍କା ଆର୍ଥିକ ସହାୟତା ଦେଇ ପୁନର୍ବାର ବ୍ୟବସାୟ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲୋ ଏହି ଗରୀବ ପରିବାରଟିକୁ ତୁରନ୍ତ ସରକାରୀ ସାହା ଯ୍ୟ ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ପଦ କ୍ଷେ ପ ନେବାପାଇଁ ଦାବି କରିଛନ୍ତିା ସଂଘର ସଭାପତି ଦୁ ର୍ଯ୍ୟେଧନ ପ।ତ୍ରଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଶ୍ରୀନିବାସ ପାତ୍ର, କା ର୍ଯ୍ୟାଳୟ ସମ୍ପାଦକ ସତ୍ୟନାରାୟଣ ଦାସଙ୍କ ସହ ୨୦ରୁ ଉର୍ଧ ସଦସ୍ୟ ଉପସ୍ଥିତ ଥିଲୋ ପରେ ପରେ ବାଇକ ଦୁର୍ଘଟଣାରେ ଆହତ ହୋଇଥିବା ସାମ୍ବାଦିକ ଦିଲିପ ପଟ୍ଟନାୟକଙ୍କ ବାସଭବନକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝଇବା ସହ ଖୁବ୍ ଶୀଘ୍ର ଆରୋଗ୍ୟ କାମନା କରିଥିଲୋ

ad-week
Leave A Reply

Your email address will not be published.