ନନ୍ଦନକାନନରେ ‘ନାଇଟ୍‌ ଆଉଟ ଆଟ୍‌ ଜୁ’ କାର୍ଯ୍ୟକ୍ରମ ଆରମ୍ଭ

add-all

ଭୁବନେଶ୍ୱର: ନନ୍ଦନକାନନ ପକ୍ଷରୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ। ଆଜିଠୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍‌ ଆଉଟ ଆଟ୍‌ ଜୁ’ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକଙ୍କୁ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏଁ ବୁଲିବାକୁ ଅନୁମତି ମିଳିବ।

କେବଳ ରବିବାର ଦିନ ପାଇଁ ଏହି ଅନୁମତି ମିଳିବ। ଏଥିରେ ୨୦ ଜଣ ଭାଗ ନେଇପାରିବେ। ଏଥିପାଇଁ ୨୫୦ ଟଙ୍କା ଦେଇ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ହେବ। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକ ବ୍ୟାଟେରୀ ଗାଡିରେ ନନ୍ଦନକାନନରେ ବୁଲିବେ।

ad-week
Leave A Reply

Your email address will not be published.