ବିଜେପିର ଲୋକସଭା ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ଅଣ୍ଡାମାଡ଼

add-all

ନବରଙ୍ଗପୁର: ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ନବରଙ୍ଗପୁରରେ ଦେଖିବାକୁ ମିଳିଛି ରାଜନୈତିକ କନ୍ଦଳ। ବିଜେପିର ଲୋକସଭା ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ଅଣ୍ଡାମାଡ଼। ବଳଭଦ୍ର ମାଝୀଙ୍କୁ କିଛି ଅସନ୍ତୁଷ୍ଟ ଗୋଷ୍ଠୀର କିଛି କାର୍ଯ୍ୟ କର୍ତ୍ତା ଅଣ୍ଡାମାଡ଼ କରିଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁସାରେ ଝରିଗାଁରୁ ଫେରୁଥିବା ସମୟରେ ମଇଦଲପୁର ବଜାର ନିକଟରେ କିଛି ଅସନ୍ତୁଷ୍ଟ ଗୋଷ୍ଠୀ ବିଜେପି ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝିଙ୍କୁ ଅଣ୍ଡାମାଡ଼ କରିଛନ୍ତି।

ad-week
Leave A Reply

Your email address will not be published.