ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

add-all

ଫୁଲବାଣୀ : ସରକାରୀ ଉଚ୍ଚ ବିଦ୍ୟାଳୟ , କାତାକେରୀ,ଠାରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ସହକାରୀ ଶିକ୍ଷକ ଏକ୍ସ କେର୍ଡ଼ର ହରିଶ୍ଚନ୍ଦ୍ର କଂହର ଅଦ୍ୟ ତା ୩୧.୩.୨୦୨୪ ରିଖ ଦିନ ଅବସର ଗ୍ରହଣ କରିଛନ୍ତି l ଶ୍ରୀ କଂହର ଜଣେ କର୍ତ୍ତବ୍ୟନିଷ୍ଟ, ସମାୟାନୁବର୍ତୀ, ଉତ୍ତମ ବ୍ୟବହାର ଓ ଅନେକ ଗୁଣ ର ଅଧକାରୀ ଅଟନ୍ତି ।ଏହି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାନାଥ ସାହୁ, ସି ଆର ସି ସି ଓମ ପ୍ରକାଶ ସାହାଣୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ରବି ନାରାୟଣ ତ୍ରିପାଠୀ, ବିଞ୍ଜ ବେହେରା, ସଦାନନ୍ଦ କହଁର ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.