
ହିଞ୍ଜିଳିକାଟୁ ୧/୪ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଧୁନିକ ମାଛ ମାଂସ ବଜାରଠାରେ ଉତ୍କଳ ଦିବସ ଓଡିଆ ଭାଷା ସାହିତ୍ୟ ସମିତି ହିଞ୍ଜିଳିକାଟୁ ଓଡ଼ିଶା ପକ୍ଷରୁ ଉତ୍କଳ ଦିବସ ଅନୁଷ୍ଠିତ ହୋଇ ଥିଲା l ଏହି ଉତ୍ସବ ରେ ମୁଖ୍ୟ ଵ୍ୟକ୍ତା ଭାବ ଅବସରପ୍ରାପ୍ତ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଉପେନ୍ଦ୍ର କର ଯୋଗ ଦେଇ ଓଡିଶା ସାହିତ୍ୟ ଭାଷା ରେ ଇଂରାଜୀ ଭାଷା ପଶି ଯାଇ ଥିବାରୁ ତାହା ଶୁଭ ଙ୍କର ନୁହେଁ l ମାତୃଭାଷା କୁ ପ୍ରଧାନ ଦେବା ସହ ଆମେ ଓଡିଶା ଆମର କଳା ସାହିତ୍ୟ ସଂସ୍କୃତି ,ସାହିତ୍ୟ ନେଇ ଗର୍ଵ କରିବା ପାଇଁ ଆୱାନ ଦେଇ ଥିଲେ l ମୁଖ୍ୟ ଅତିଥି ଭାବ ରେ ହିଞ୍ଜିଳିକାଟୁ ପ୍ୟୈରପରିଷଦ ଅଧ୍ୟକ୍ଷ ସୁବାସ ପଲେଈ ଓଡ଼ିଆ ଙ୍କ ବିରତ୍ୱ ଗୌରବ ବାଣିଜ୍ୟ ସମ୍ପର୍କ ରେ ଅଲଲୋକ ପାତ କରି ଥିଲେ l
ସମ୍ନାନିତ ଅତିଥି ଭାବେ ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ ଉତ୍ସବ କୁ ଉଦଘାଟନ କରି ଥିଲେ l ସମିତି ର ଉପସଭାପତି ରୀତିଞ୍ଜଳି ମିଶ୍ର ଉତ୍କଳ ଦିବସ ର ପାଳନ ଉଦେଶ୍ୟ ସମ୍ପର୍କ ରେ ଅଭିଭାଷଣ ରଖି ଥିଲେ l ଉତ୍କ ଉତ୍ସବ ସମାରୋହ ସମିତି ର ସମ୍ପାଦକ ଚିନ୍ମୟ ପୋଲାଇ ମ ଲଢେଇ ମଞ୍ଚ ପରିଚାଳନା କରି ଥିଲେ l ଡ଼ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଅତିଥିମାନଙ୍କ ପରିଚୟ ଦେଇ ଥିଲେ l ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଆଗାମୀ ଓଡ଼ିଶା ନାମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।