କମିଶନରେଟ ପୋଲିସ ପକ୍ଷରୁ ଚୋରି ସାମଗ୍ରୀ ଫେରସ୍ତ ମେଳା

add-all

ଭୁବନେଶ୍ୱର : କମିଶନରେଟ ପୋଲିସ ପକ୍ଷରୁ ଚୋରି ସାମଗ୍ରୀ ଫେରସ୍ତ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ୧୪୧ ମୋବାଇଲ, ଲାପଟପ୍ , କ୍ୟାସ ଫେରାଇଛନ୍ତି। DCP ଙ୍କ ନେତୃତ୍ୱରେ ଏହି ଟିମ୍ ମିଳିଛି ବଡ଼ ସଫଳତା।
ସେହିପରି ନିର୍ବାଚନ ପାଇଁ କମିଶନରେଟ ପୋଲିସ ର କଡ଼ା ଆଭିମୁଖ୍ୟ।

ବନ୍ଧୁକ ଫେରାଇବା NBW କାର୍ଯ୍ୟକାରୀ କରିବା କରାଯାଇଛି। ଆଗକୁ ନାକା ପଏଣ୍ଟ ରେ ଚେକିଂ ଜୋରଦାର ହେବ। କଳା ଟଙ୍କା, ମାଦକ ଦ୍ରବ୍ୟ, ଉପହାର ବଣ୍ଟନ, ଚୋରା ଅସ୍ତ୍ରଶସ୍ତ୍ର କାରବାର, ଚୋରା ମଦ ଚାଲାଣ ଉପରେ କଡ଼ା ନଜର ରଖା ଯିବ।

ad-week
Leave A Reply

Your email address will not be published.