ଯୁବ ଏବଂ ମହିଳା ଜାଗରଣ ସମାବେଶ ଓ ମିଶ୍ରଣ ପର୍ବ

add-all

ବ୍ରହ୍ମପୁର : ଆଜି ଲାଞ୍ଜୀପଲ୍ଲୀ ସ୍ଥିତ ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ଙ୍କ କାର୍ଯ୍ୟାଳୟ ଠାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଯୁବ ଏବଂ ମହିଳା ଜାଗରଣ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବ ରେ ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରଦୀପ ପାଣିଗ୍ରାହୀ ଓ ଗୋପାଳପୁର ବିଧନସଭା ପ୍ରାର୍ଥୀ ଶ୍ରୀ ବିଭୂତି ଭୂଷଣ ଜେନା ଙ୍କ ଉପସ୍ଥିତି ରେ BJD ଜିଲ୍ଲା ଉପ ସଭାପତି ଉଜ୍ଜ୍ଵଳ ପାଢ଼ୀ, ପୂର୍ବତନ ଗଞ୍ଜୁ ସରପଞ୍ଚ ତଥା ପୂର୍ବତନ ୫୪ ନଂ ଜୋନ ଜିଲ୍ଲାପରିଷଦ ଲଡୁ ଦାସ, ପୂର୍ବତନ କନିସି ସରପଞ୍ଚ କାଳୀଚରଣ ପାତ୍ର, ଗୋପାଳପୁର NAC ALF Head ଝୁନୁ ମହାରଣା, କୃପାସିନ୍ଧୁ ପାଢ଼ୀ, ଲୁହାଝର ସରପଞ୍ଚ ପି କମଳା ରେଡ୍ଡୀ, ଲୁହାଝର ପୂର୍ବତନ ସରପଞ୍ଚ କେଶବ ପାତ୍ର, ବିଦେଶୀ ସେଠୀ, ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ନାୟକ, ଲୁହାଝର ପଞ୍ଚାୟତ ର ସମସ୍ତ ୱାର୍ଡ ମେମ୍ବର, ସିନ୍ଧି ଗାଁ ପୂର୍ବତନ ନାଇଡୁ N ରାଜେୟା ରେଡ୍ଡୀ, ବାଦପୁର ର ପ୍ରମୋଦ ସାହୁ, ବନି ସାହୁ, ସିତଲାପଲ୍ଲୀ ର ରାଜେନ୍ଦ୍ର ସେଠୀ, ସୁଶାନ୍ତ ମହାରଣା, ବାହାଦୁର ପେଟା ର ଜଗନ୍ନାଥ ରେଡ୍ଡୀ, ଅମିତ୍, ସନ୍ତୋଷ ବେହେରା, ମୁନା ସାହୁ, ସନ୍ତୋଷ ଗୌଡ଼ ପ୍ରମୁଖ ବିଜେଡି ଛାଡି ବିଧିବଦ୍ଧ ଭାବେ ବିଜେପି ରେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.