ପୋଲସରା ବିଧାନସଭା ଆସନ ନିମନ୍ତେ ଶ୍ରୀକାନ୍ତ ସାହୁଙ୍କ ନାମାଙ୍କନ ପତ୍ର ଦାଖଲ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନ ରେ ପୋଲସରା ବିଧାନସଭା ଆସନ ନିମନ୍ତେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ହଜାର ହଜାର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରା ରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ନିକଟରେ ପହଞ୍ଚିଥିଲେ, ପରେ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ଙ୍କ ନିକଟରେସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସର ରେ ନବୀନ ପଟ୍ଟନାୟକ ଜିନ୍ଦାବାଦ…. ବିଜେଡି ଜିନ୍ଦାବାଦ ନାରାବାଜି ରେ କମ୍ପି ଉଠିଥିଲା ସଦର ମହକୁମା, ବିକାଶ ଓ ନବୀନ ଗ୍ୟାରେଣ୍ଟି ମୁଦା ନେଇ ଲୋକଙ୍କ ପାଖରେ ପହଁଚି ଯୋଡି ଶଙ୍ଖ ରେ ଭୋଟ ଦେବା କହିବି ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଥିଲେ |

ad-week
Leave A Reply

Your email address will not be published.