ଚେକିଂ ବେଳେ କାରରୁ ୧୦ ଲକ୍ଷ ଟଙ୍କା ଜବତ

add-all

ବୌଦ୍ଧ:ବର୍ତମାନ ନିର୍ବାଚନ ପାଇଁ ଚାରିଆଡେ ପୋଲିସ  ଚେକିଂ ଆରମ୍ଭ କରିଛି । ଚେକିଂ ବେଳେ  କାର୍ ରୁ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଆଜି ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ସୀମାନ୍ତରେ ପୋଲିସ ଗାଡ଼ି ଚେକିଂ କରୁଥିଲା ।

ଏହି ସମୟରେ ଏକ କାର୍ ରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଛି ପୁରୁଣା କଟକ ପୋଲିସ । କାର୍ ରେ ଥିବା ୨ ମହିଳା ଏବଂ ଡ୍ରାଇଭକୁ ଅଟକ ରଖି ଜେରା କରୁଛି ପୋଲିସ ।ତେବେ ସେହି ଗାଡ଼ି ରେ ଥିବା ଦୁଇ ମହିଳା କିଏ ଏବଂ କେଉଁଠାରୁ ଏତେ ଟଙ୍କା କାହିଁକି ଗାଡ଼ିରେ ଯାଉଛି  ସେ ଦିଗରେ ବର୍ତମାନ ପୁରୁଣା କଟକ ପୋଲିସ ଜେରା ଆରମ୍ଭ କରିଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.