ମୋବାଇଲ ଟାୱାର ପୋଡିଲେ ମାଓବାଦୀ…

add-all

ମାଲକାନଗିରି : ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ନାରାୟଣପୁର ଜିଲ୍ଲାରେ ନକ୍ସଲ ମାନେ ମୋବାଇଲ ଟାୱାରରେ ନିଆଁ ଲଗାଇ ପୋଡିଦେଇଛନ୍ତି l ସୂଚନା ଅନୁଯାଇ ଛତିଶଗଡର ନାରାୟଣପୁର ଜିଲ୍ଲା ଛୋଟେଡ଼ଙ୍ଗର ଥାନା ଅନ୍ତର୍ଗତ ଗୌରଦଣ୍ଡ ଏବଂ ଚାମେଲୀ ମଧ୍ୟରେ ଏକ ନୂତନ ଭାବେ ନିର୍ମିତ ମୋବାଇଲ ଟାୱାରକୁ ଶସସ୍ତ୍ର ନକ୍ସଲମାନେ ରବିବାର ରାତ୍ରିରେ ଟାୱାରଟିରେ ନିଆଁ ଲଗାଇ ପୋଡିଦେବା ସହ ସେଠାରେ ମାଓ ବ୍ୟାନେର କିଛି ହାତ ଲେଖା ଚିଠି ପକାଇଥିବା ଦେଖିବାକୁ ମିଳିଛି l ଏହି ଖବର ନାରାୟଣପୁର ପୁଲିସକୁ ମିଳବା ପରେ ନାରାୟଣପୁର ଏସପି ନିର୍ଦେଶ କ୍ରମେ ସୁରକ୍ଷାବାହିନୀର ଏକ ଦଳ ଘଟଣାସ୍ଥଳରେ ପହଁଚି ସର୍ଚ୍ଚ ଅପେରସନ କରୁଥିବା ଜଣାପଡିଛି l

ad-week
Leave A Reply

Your email address will not be published.