କୃଷି ଭବନରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

add-all

ଭୁବନେଶ୍ବର: କୃଷି ବିଭାଗ ଦାୟିତ୍ୱ ନେବା ପରେ କୃଷି ଭବନରେ ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ। ସେ କୃଷି ଭବନ ଯାଇ ବୁଲି ଦେଖିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ କୃଷି କ୍ଷେତ୍ରରେ କିଭଳି ପ୍ରଗତି ହେବ, ସେନେଇ ମିଳିମିଶି କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବିଭାଗରେ ମୁଁ ମନ୍ତ୍ରୀ ନୁହେଁ, ଆପଣଙ୍କ ଭଳି ବିଭାଗର ଜଣେ ବୋଲି ମନ୍ତ୍ରୀ କହିଥିଲେ। ମିଲେଟ କ୍ୟାଣ୍ଟିନ ବୁଲି ଘରକୁ କିଣିକି ନେବେ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଥିଲେ।

ad-week
Leave A Reply

Your email address will not be published.