କୋପ୍ରା ଗାଁରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆକ୍ରାନ୍ତଙ୍କ ଚାଲିଗଲା ଜୀବନ

add-all

ମାଥିଲି: ମାଲକାନଗିରି ଜିଲ୍ଲା କୋପ୍ରା ଗାଁରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କର ସଦର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ତାଙ୍କ ନାମ ହେଲା ନରସିଂହ ସମରଥ।
ଏଣେ ଏବେ କୋପ୍ରାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ହୋଇଛି। ମାଥିଲି ଡାକ୍ତରଖାନା ଓ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତମାନଙ୍କୁ ଭର୍ତ୍ତି କରାଯାଇଛି। ସ୍ବାଭାବିକ ଅବସ୍ଥାକୁ ଆଣିବାକୁ ଗାଁରେ ନଜର ରଖିଛି ସ୍ବାସ୍ଥ୍ୟ ଟିମ୍।

ad-week
Leave A Reply

Your email address will not be published.