ଝାରସୁଗୁଡ଼ାରେ ଚାଞ୍ଚଲ୍ୟ: ବ୍ଲାଷ୍ଟଫର୍ଣ୍ଣେସରେ ପଡ଼ି ଶ୍ରମିକ ଜୀବନ୍ତ ଦଗ୍ଧ

add-all

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ଏସଏମସି ଷ୍ଟିଲ୍ ପ୍ଲାଣ୍ଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏସଏମସି ଷ୍ଟିଲ୍ ପ୍ଲାଣ୍ଟରେ ଦ୍ବିତୀୟ ୟୁନିଟର ବ୍ଲାଷ୍ଟଫର୍ଣ୍ଣେସରେ ପଡ଼ି ଜଣେ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକଙ୍କ ନାମ  ଦେବ ନାରାୟଣ ମହାତୋ ଓ ତାଙ୍କର ବୟସ ୩୬ ବର୍ଷ ବୋଲି ଜଣାଯାଇଛି। ସବୁ ଦିନ ପରି ଆଜି ସକାଳେ ଦେବ ନାରାୟଣ କାମ କରୁଥିବା ବେଳେ ଅସାବଧାନତାବଶତଃ ବ୍ଲାଷ୍ଟଫର୍ଣ୍ଣେସରେ ପଡ଼ିଯାଇଥିଲେ ବୋଲି କୁହାଯାଉଛି।

ad-week
Leave A Reply

Your email address will not be published.