ଛତ୍ରପୁର ବିଜେପି ପକ୍ଷରୁ ଭାରତ ବିଭାଜନ ବିଭୀଷିକା ଦିବସ ପାଳିତ

add-all

ଛତ୍ରପୁର : ଛତ୍ରପୁର ବିଜେପି ପକ୍ଷରୁ ବୁଧବାର ଭାରତ ବିଭାଜନ ବିଭୀଷିକା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଏକ ସ୍ମୃତି ଦିବସ ଲକ୍ଷ୍ମୀ ନାରାୟଣ ପଣ୍ଡା ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଜିଲ୍ଲା ଲିଗାଲ ସେଲର ଆବାହକ ପ୍ରଦୀପ କୁମାର ପାଢ଼ୀ, ଗଞ୍ଜାମ ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ସାହୁ, ଜିଲ୍ଲା ସମ୍ପାଦକ ପଦ୍ମଚରଣ ସାହୁ, ସଂଯୋଜକ ବସନ୍ତ ବେହେରା, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ ରାଉଳ, ଓବିସି ମୋର୍ଚ୍ଚା ଉପସଭାପତି ଶଙ୍କର ରେଡି, ସମ୍ପଦ ନାହାକ, ଏନ ଦୀନବନ୍ଧୁ, ଆଇନଜୀବି ସନ୍ତୋଷ ସାହୁ, ବ୍ରଜ ମୋହନ ଆଚାର୍ଯ୍ୟ, ପି. ଧର୍ମା ରେଡ୍ଡୀ, ଗଙ୍ଗାଧର ପଣ୍ଡା, ମନୋଜ କୁମାର ବେହେରାଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.