ସ୍ୱାଧୀନତା ଦିବସ ଅବସରରେ ଆସିକା ରେ ମାଗଣା ବି.ଏମ.ଡ଼ି କ୍ୟାମ୍ପ…

add-all

ବ୍ରହ୍ମପୁର : ଆସିକା କନ୍ୟକା ପରମେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଏକ ମାଗଣା ବି.ଏମ.ଡ଼ି କ୍ୟାମ୍ପ କଳିଙ୍ଗ ବୈଶ୍ୟ ଆସିକା ପଞ୍ଚ ମହିଳା ସଂଘ ଓ ଲାୟନ୍ସକ୍ଳବ ର ମିଳିତ ଆନୁକୂଲ୍ୟରେ ରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ୟାମ୍ପ ରେ ସ୍ନାୟୁ ଓ ଅସ୍ଥିର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇ ଥିଲା । ଆସିକା ଅଞ୍ଚଳରେ ଏଭଳି ପରୀକ୍ଷା ପ୍ରଥମ ଥର ହୋଇଥିବା ଯୋଗୁଁ ବହୁ ସଂଖ୍ୟା ରେ ଅଧିକାଂଶ କରି ମହିଳା ମାନଙ୍କ ସଂଖ୍ୟା ଅଧିକ ମାତ୍ରା ରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ କୁ ପୋଟନରୁ ରାଧା ରାଣୀ ପାତ୍ର ସଂଯୋଜନା କରିଥିବା ବେଳେ ପ୍ରୋଜେକ୍ଟ ଡାଇରେକ୍ଟର କେ. ସନ୍ତୋଷ କୁମାର ସେନାପତି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.