୧୦୦ ଦିନରେ କେବଳ କିଛି ରଙ୍ଗ ବଦଳିଛି: ଦେବାଶିଷ

କଟକ: ଓଡ଼ିଶାରେ ୧୦୦ ଦିନରେ ବିଜେପି ସରକାର ପହଁଚିଛି । ଯାହାକୁ ନେଇ ଆଜି ପୁରୀରେ ଶହେ ଦିନ ପୂର୍ତ୍ତି ଅବସରରେ ଏକ ବିଶାଳ ସମାବେଶରେ ଆୟୋଜନ କରିଛି ବିଜେପି। ଅନ୍ୟପଟେ  ସରକାରର  ୧୦୦ ଦିନକୁ ଟାର୍ଗେଟ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ।

ତାଙ୍କ ମତରେ ଓଡିଶାରେ ବିଜେପି ସରକାରର ଏହି ଶହେ ଦିନରେ କିଛି ଖାସ୍ ପରିବର୍ତ୍ତନ ହୋଇନି । ନବୀନ ବାବୁ ଯେଉଁ ବିକାଶ କରିଥିଲେ ସେଥିରେ  କେବଳ ନୂଆ ସରକାର ରଙ୍ଗ ବଦଳାଇଛି ବୋଲି ଦେବାଶିଷ କହିଛନ୍ତି ।

ad-week
Leave A Reply

Your email address will not be published.