ଷଣ୍ଢ ଆକ୍ରମଣରେ ଜଣେ ମୃତ

add-all

କଟକ : ଷଣ୍ଢ ଉପଦ୍ରବ । ଷଣ୍ଢ ଆକ୍ରମଣରେ ଜଣେ ମୃତ। କଟକ ବିଡାନାସୀ ଥାନା ଅନ୍ତର୍ଗତ ଭୂଆସୁଣୀ ପୀଠ ନିକଟ ପଡ଼ିଆରେ ଘଟିଛି ଘଟଣା ମୃତକ ଜଣେ ବରିଷ୍ଠ ନାଗରିକ। ମୃତକ ବିଡାନାସୀ ଅଞ୍ଚଳର ସ୍ଥାନୀୟ ବାସିନ୍ଦା। ମୃତ ଦେହ ଉଦ୍ଧାର କରି ଏସ ସି ବି ନେଲା ବିଡାନାସି ଥାନା । ସି ଏମ ସି ଓ ଅଗ୍ନିଶମ ବିଭାଗର ସହାୟତା ଲୋଡ଼ିଲା ବିଡାନାସି ଥାନା ପୋଲିସ । କିଛି ଦିନ ତଳେ ୧୦ ପାଖାପାଖି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା ଷଣ୍ଢ।

ad-week
Leave A Reply

Your email address will not be published.