ମଶାମରା ତେଲ କିଣାରେ ଦୁର୍ନୀତି: ଝାରସୁଗୁଡ଼ା ମ୍ୟୁନିସିପାଲଟିରେ ଭିଜିଲାନ୍ସ ଟିମ୍

add-all

ଝାରସୁଗୁଡ଼ା: ବିଭିନ୍ନ ଦୁର୍ନୀତିକୁ ନେଇ ଝାରସୁଗୁଡ଼ା ମ୍ୟୁନିସିପାଲଟି ବର୍ଷତମାମ ବିବାଦ ଘେରରେ ରହିଆସୁଛି। ତେବେ ନିକଟରେ ମଶାମରା ତେଲ କିଣାରେ ଦୁର୍ନୀତି ନେଇ ସୂଚନା ଅଧିକାର ଆଇନ ଯୋଗେ ମିଳିଥିବା ତଥ୍ୟ ଅନୁସାରେ ଅଭିଯୋଗ ପରେ ଆଜି ଝାରସୁଗୁଡ଼ା ଭିଜିଲାନ୍ସ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

ଭିଜିଲାନ୍ସ ବିଭାଗର ଏକ ଟିମ୍ ମ୍ୟୁନିସିପାଲଟି କାର୍ଯ୍ୟାଳୟରେ ପହଞ୍ଚି ନିର୍ବାହୀ ଅଧିକାରୀ ମାନସ ମଲ୍ଲିକଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ କାଗଜପତ୍ର ଜବତ କରିଛି।

ad-week
Leave A Reply

Your email address will not be published.