ମାଲକାନଗିରି ପୋଲିସ କୁ ମିଳିଛି ବଡ଼ ସଫଳତା :ଜବତ ହେଲା ଏସ ଏଲ ଆର ସହ ୫୨ ଜୀବନ୍ତ ଗୁଳି…

add-all

ମାଲକାନଗିରି : ମାଲକାନଗିରି ପୋଲିସ କୁ ମିଳିଛି ବଡ଼ ସଫଳତା ।ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଜିନେଲ୍ ଗୁଡ଼ା ଠାରେ ମାଓବାଦୀ ମାନେ ବିସ୍ପୋରକ ସାମଗ୍ରୀ ମାଟି ତଳେ ପୋତି ରଖିବା ସହ ମାଓ ଆକ୍ରମଣ ଯୋଜନା କରୁଥିବା ସୂଚନା ପାଇ ଥିଲେ ମାଲକାନଗିରି ଏସପି । ଏସପି ଙ୍କ ନେତୃତ୍ଵ ରେ ଡି ଭି ଏଫ୍ ର ଏକ ଟିମ ଅପରେସନ ଯାଇ ଥିଲେ।ସୂଚନା ଅନୁଯାୟୀ ମାଟି ଜଙ୍ଗଲ ମଧ୍ୟରେ ଏକ ମାଓବାଦୀ ଡମ୍ପ ଉଦ୍ଧାର କରିଥିଲେ।ସେଥି ମଧ୍ୟରେ ଗୋଟିଏ ଅତ୍ୟାଧୁନିକ ଏସ ଏଲ ଆର ବନ୍ଧୁକ ,୫୨ ଟି ଜୀବନ୍ତ ଗୁଳି ,ମୋବାଇଲ ଫୋନ ,କୀଟ ବ୍ୟଗ, ପରି ଅନେକ ମାଓ ସାମଗ୍ରୀ।ମାଓବାଦୀ ପୁଣି ସଂଘଟିତ ହୋଇ ପୋଲିସ ଉପରେ ଆକ୍ରମଣ କରିବା ପାଇଁ ଏପରି ବିଭିନ୍ନ ଯୋଜନା କରୁଛନ୍ତି।ମାଓବାଦୀ ଙ୍କ ଯୋଜନା ପଣ୍ଡ କରିଛି ମାଲକାନଗିରି ପୋଲିସ।

ad-week
Leave A Reply

Your email address will not be published.