ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩୦, ସକ୍ରିୟ ୨୩

youtube

ଭୁବନେଶ୍ୱର : ରାଜ୍ୟରେ ଗତକାଲି ସୁଦ୍ଧା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩୦ରେ ପହଁଚିଛି । ଏବେ ୨୩ଟି କେଶ ସକ୍ରିୟ ଥିବାବେଳେ ୭ଜଣ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ଆକ୍ରାନ୍ତ ଘରେ ରହି ଚିକିତ୍ସତ ହେଉଛନ୍ତି । କୋଭିଡ ନେଇ କେନ୍ଦ୍ର ସହ ଆଲୋଚନା ହୋଇଛି । କେନ୍ଦ୍ର ପକ୍ଷରୁ କଣ ଗାଇଡଲାଇନ ଆସିବ ତାଉପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ରାଜ୍ୟ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭଗ ପକ୍ଷରୁ ଲୋକଙ୍କୁ ଅବଗତ କରାଯିବ । କୋଭିଡ ସ୍ଥିତି ଓ ରଥଯାତ୍ରା ନେଇ ମଧ୍ୟ ଆଲୋଚନା କରାଯିବ ।

Leave A Reply

Your email address will not be published.