ନକଲି ଚାଷୀଙ୍କୁ ଧରିବା ପାଇଁ ସରକାରଙ୍କ ବଡ଼ ଯୋଜନା, ଇ-କେୱାଇସି ବାଧ୍ୟତାମୂଳକ

youtube

ଭୁବନେଶ୍ବର ୨୩।୭: ନକଲି ଚାଷୀଙ୍କୁ ଧରିବା ପାଇଁ ସରକାରଙ୍କ ବଡ ଯୋଜନା । ଚଳିତ ବର୍ଷ ହେବ ଫର୍ମର e-KYC । କୃଷକ ମାନେ ପଞ୍ଜିକରଣ ଆଧାର କାର୍ଡ ସହିତ ସମସ୍ତ ତଥ୍ୟ ପ୍ରଦାନ କରିବେ । ଏହିସବୁ ଡକ୍ୟୁମେଣ୍ଟ  ଅଫିସିଆଲ ସାଇଟ୍‌ରେ ହେବ । କିଏ ପ୍ରକୃତ ଚାଷୀ ଆଉ କିଏ ନକଲି ଚାଷୀ ଧରା ପଡ଼ିବେ । 

ଭାଗ ଚାଷୀ   ମାନେ ଧାନ ବିକି ପାରିବେ । ସେମାନେ ଯାହା ଜମିରେ ଚାଷ କରୁଥିବେ ସେହି ଜମି ମାଲିକ ମାନେ ଲିଖିତ ଭାବେ ଦେବେ । ଏଥିରେ ଜମି ମାଲିକ ମାନଙ୍କର କୌଣସି ଅସୁବିଧା ହେବ ନହିଁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.