ହୀରାକୁଦରେ ବନ୍ଦ ହେଲା ୪ଟି ଗେଟ୍‍

youtube

ଜଳସ୍ତର କମିବା ପରେ ହୀରାକୁଦରେ ବନ୍ଦ ହେଲା ୪ଟି ଗେଟ୍‍ । ଫଳରେ ୧୪ଟି ଗେଟ୍‍ ଦେଇ ବର୍ତ୍ତମାନ ବନ୍ୟା ଜଳ ନିଷ୍କାସନ ହେଉଛି । ବାମ ପାଶ୍ୱର୍ର ୯ଟି ଗେଟ୍‍ ଓ ଡାହାଣ ପାଶ୍ୱର୍ର ୫ଟି ସ୍ଲୁଇସ୍‍ ଗେଟ୍‍ ଖୋଲାଯାଇଛି । ଏବେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୧୨.୫୨ଫୁଟ୍‍ ରହି ଥିବାବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୭୮ହଜାର ୯୮୧କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୩ଲକ୍ଷ ୧୧ହଜାର ୩୮୩କ୍ୟୁସେକ ଜଳ ନିଷ୍ପାସିତ ହେଉଛି ।

Leave A Reply

Your email address will not be published.