ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରିବେ ରାଜ୍ଯ ସରକାର, ୯ ରେ ଜୟପୁରରୁ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସୁଭଦ୍ରାର ତୃତୀୟ କିସ୍ତି

youtube

ଭୁବନେଶ୍ୱର : ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରିବେ ରାଜ୍ଯ ସରକାର  । SHGରୁ ବିନା ସୁଧରେ 10 ଲକ୍ଷ ଟଙ୍କା ଋଣ ଯୋଗାଇଦେବାକୁ ସରକାର ଦେବେ ପ୍ରାଥମିକତା। ସୁଭଦ୍ରା ଭଉଣୀଙ୍କ ସହ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । SHGରୁ ମିଳୁଥିବା ବିନା ସୁଧ ଋଣ ଯୋଗାଇ ବର୍ଷକରେ ଲକ୍ଷପତିଙ୍କୁ କୋଟିପତି ଦିଦି କରାଯିବ ସେନେଇ ସରକାର ଗୁରୁତ୍ୱ ଦେଉଛନ୍ତି ।  ଆସନ୍ତା 9 ରେ ଜୟପୁରରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସୁଭଦ୍ରାର ତୃତୀୟ କିସ୍ତି ।  କୋଟିଏରୁ ଅଧିକ ମହିଳା ସୁଭଦ୍ରା ସହାୟତା ମିଳିବ ।

Leave A Reply

Your email address will not be published.