ଚାପିଦେଲା ହାଇୱା, ୨ ମୃତ, ଜଣେ ଗୁରୁତର

newyr25

ପିପିଲି: ଚାପିଦେଲା ହାଇୱା । ଦୁର୍ଘଟଣାରେ ୨ ଜଣ ମୃତ। ଅନ୍ୟ ଜଣେ ଗୁରୁତର| ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଭୁବନେଶ୍ୱର -ପୁରୀ ଜାତୀୟ ରାଜପଥ ଦାଣ୍ଡମକୁନ୍ଦପୁର ବାଇ ପାସରେ ଘଟିଛି ଦୁର୍ଘଟଣା ।  ମୃତକଙ୍କ ପରିଚୟ ମିଳିପାରିନାହିଁ ।  ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।

Leave A Reply

Your email address will not be published.