ଜେଲ୍ କ୍ବାର୍ଟରରୁ ଓ୍ବାର୍ଡରଙ୍କ ମୃତଦେହ ଉଦ୍ଧାର

newyr25

ଭୁବନେଶ୍ୱର: ଜେଲ କ୍ୱାର୍ଟରରେ ଓ୍ବାର୍ଡରଙ୍କ ଝୁଲନ୍ତା ମୃତଦେହ । ଭୁବନେଶ୍ୱର ଝାରପଡ଼ା ଜେଲ୍ କ୍ବାର୍ଟରରୁ ମିଳିଲା ମୃତଦେହ । ମୃତକ ହେଲେ ସାରଥୀ ପ୍ରଧାନ। ତାଙ୍କ ଘର ଗଜପତି ଜିଲ୍ଲାରେ । ସେ ନୟାଗଡ଼ ଜେଲରେ କାର୍ଯ୍ୟରତ ଥିଲେ । ଭୁବନେଶ୍ୱର କ୍ୱାର୍ଟରରେ ପତ୍ନୀ ଓ ଅନ୍ୟ ଘର ଲୋକ ଥିଲେ । ସେହି କ୍ବାର୍ଟରରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି । ମୃତଦେହ ଜବତ କରି ହସ୍ପିଟାଲ ପଠାଇଛି ପୋଲିସ । ସନ୍ଦେହ ଜନକ ମୃତ୍ୟୁର ତଦନ୍ତ କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ୍ । .

Leave A Reply

Your email address will not be published.