ରାଜ୍ୟପାଳଙ୍କୁ ଭେଟିଲେ ବିଜୟ ଥାଲାପତି

add-all

ତାମିଲନାଡୁ : ଟିଭିକେ ମୁଖ୍ୟ ବିଜୟ ଲୋକଭବନରେ ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିଛନ୍ତି। କଂଗ୍ରେସ, ସିପିଆଇ, ସିପିଆଇ(ଏମ୍), ଭିସିକେ ଏବଂ ଆଇୟୁଏମଏଲର ସମର୍ଥନରେ, ୧୨୧ ଜଣ ବିଧାୟକ ଏବେ ଟିଭିକେକୁ ସମର୍ଥନ ଜଣାଇଛନ୍ତି। ବିଜୟଙ୍କ ପାଇଁ ରାଜ୍ୟରେ ସରକାର ଗଠନ କରିବାର ପଥ ଏବେ ପରିଷ୍କାର ହୋଇଯାଇଛି। ସମସ୍ତ ବିଧାୟକଙ୍କ ସମର୍ଥନ ପତ୍ର ନେଇ ସରକାର ଗଢିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଛନ୍ତି ବିଜୟ।

ad-week
Leave A Reply

Your email address will not be published.