ମିଳିଲାନି ୪ କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ

add-all

ପଦ୍ମପୁର : ପୁଅ ଅନ୍ୟ ଜାତିରେ ବିବାହ କରିଥିବାରୁ ମା’କୁ ମିଳିଲାନି ଚାରି କାନ୍ଧ| ପଦ୍ମପୁରରେ ଲଜ୍ଜା। ମିଳିଲାନି ୪ କାନ୍ଧ। ସାଇକେଲରେ ବୁହା ହେଲା ମୃତଦେହ। ବ୍ୟବସ୍ଥା ଉପରେ ପୁଣି ପ୍ରଶ୍ନ ଉଠିଛି। ଘଟଣାନୁଯାୟୀ, ବୃଦ୍ଧାଙ୍କର ୨ ପୁଅ ଦାଦନ ଯାଇ ଅନ୍ୟ ଜାତିରେ ବିବାହ କରିଥିଲେ। ତେଣୁ ସ୍ଥାନୀୟ ବାସିନ୍ଦା ତାଙ୍କୁ ବାସନ୍ଦ କରିଥିଲେ। ଫଳରେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବ ସତ୍କାର ପାଇଁ ସାହି ଭାଇ ଆସିଲେନି। ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡା ଗାଁରେ ଏହି ହୃଦୟବିଦାରକ ଦୃଶ୍ୟ ଘଟିଥିବା ସାମ୍ନାକୁ ଆସିଛି।

ad-week
Leave A Reply

Your email address will not be published.