ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ମାମଲା: ହାଇକୋର୍ଟଙ୍କ ରହିତାଦେଶ

add-all

କଟକ ସଦର: ବିଶିଷ୍ଟ ସିନେଷ୍ଟାର ତଥା ସାଂସଦ ଅନୁଭଵ ମହାନ୍ତି ଓ ପତ୍ନୀ ବିଶିଷ୍ଟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଵିଵାଦ ମାମଲା ଥମିଵାର ନାଁ ଧରୁନାହିଁ। ଵର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ଅନୁଭଵଙ୍କ ପକ୍ଷରୁ ହୋଇଥିଵା ମାମଲାର ଵିଚାର କରି ହାଇକୋର୍ଟ ଆଜି ସୋମବାର  ରହିତାଦେଶ ଜାରି କରିଛନ୍ତି।

ରହିତାଦେଶ ସହିତ ପାର୍ଲିଆମେଣ୍ଟ ମହାସଚିବ, ଉପନିର୍ଦେଶକ ଓ ସାଂସଦ ଅନୁଭଵଙ୍କୁ ଜଵାଵ ରଖିଵାକୁ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ମାର୍ଚ୍ଚ ୧୫ ରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ ହୋଇଥିବା ବେଳେ ସାଂସଦ ଅନୁଭଵଙ୍କୁ ଝଟକା ଓ ପତ୍ନୀ ବର୍ଷା ଙ୍କୁ ଆଶ୍ୱସ୍ତି ମିଳିଛି। 

ad-week
Leave A Reply

Your email address will not be published.