ଅଭିଯୁକ୍ତ ଅଶୋକ ନାଗଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ₹୧୪,୦୦୦/- ଜରିମାନାରେ ଦଣ୍ଡିତ କରାଯାଇଛି…

add-all

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲ୍ଲାର ବିଶ୍ରା ଥାନା ତଦନ୍ତକାରୀ ଅଧିକାରୀ ପୂର୍ବତନ ASI ଶ୍ରୀ କେ. ଡି. ପ୍ରଧାନଙ୍କ ଦୃଢ଼, ନିଷ୍ଠାପରାୟଣ ଓ ପ୍ରଶଂସନୀୟ ପ୍ରୟାସ ଯୋଗୁଁ ବିଶ୍ରା ଥାନା କେସ୍ ନଂ. ୩୨, ତା. ୩୦.୦୩.୨୦୨୧, ଧାରା ୩୬୬/୩୫୪/୩୨୩/୩୦୭/୫୦୬/୩୪ IPC ଅନୁଯାୟୀ ରୁଜୁ ମାମଲାରେ ସଫଳତାର ସହ ଦୋଷସିଦ୍ଧି ହୋଇଛି ! ଅଭିଯୁକ୍ତ ଅଶୋକ ନାଗଙ୍କୁ ମାନ୍ୟବର ରାଉରକେଲା ୧ମ ଅତିରିକ୍ତ ଦୌରା ନ୍ୟାୟାଧୀଶଙ୍କ ଅଦାଲତ ଦ୍ୱାରା ୫ ବର୍ଷ ସଶ୍ରମ କାରାଦଣ୍ଡ ସହିତ ₹୧୪,୦୦୦/- ଜରିମାନାରେ ଦଣ୍ଡିତ କରାଯାଇଛି !

ad-week
Leave A Reply

Your email address will not be published.