ଖଲ୍ଲିକୋଟ : ତୁଳସୀପୁର ପଂଚାୟତ ରେ ଭିନ୍ନ ତରିକାରେ ନିର୍ବାଚନ ପ୍ରଚାର…

Independence

ଖଲ୍ଲିକୋଟ : ଭୋଟର ମାନଙ୍କୁ ଆକୃଷ୍ଟ କରିବା ଓ ପଂଚାୟତ ନିର୍ବାଚନ ରେ ଗ୍ରାମାଞ୍ଚଳ ଭୋଟର ମାନଙ୍କୁ ଚିନ୍ନ ସହ ପରିଚିତ କରାଇବା ପାଇଁ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତୁଳସୀପୁର ପଂଚାୟତ ରେ ମାଛ ଚି଼ହ୍ନ ଓ କେଟିଲ ଚିନ୍ହ କୁ ପରିଚିତ କରାଇବା ପାଇଁ ପାର୍ଥୀମାନେ ହାତରେ ଜୀବନ୍ତ ମାଛ ଓ ketli ଚାହା ଧରି ଚାହା ବାଣ୍ଟି ପାର୍ଥି ମାନେ ପ୍ରଚାର ର ମଙ୍ଗ ଧରିଥିବା ଦେଖିବାକୁ ମିଳିଛି l ତୁଳସୀପୁର ପଂଚାୟତ ଟି ଗତ ୧୦ ବର୍ଷ ଧରି ପଣ୍ଡି ପରିବାର ହାତରେ ରହି ଆସୁଥିବା ବେଳେ ଚଳିତ ପଂଚାୟତ ନିର୍ବାଚନ ରେ ସରପଂଚ ପାର୍ଥି ଭାବେ ସିକ ପଣ୍ଡି ଙ୍କ ସହ ଭାଗିରଥି ଦାସ ସରପଂଚ ପଦବୀ ପାଇଁ ପ୍ରତିଯୋଗିତା କରୁଥିବା ସମିତିସଭ୍ୟ ପାର୍ଥି ପାଇଁ ତୁଟୁ ପାହାନ ଙ୍କ ସହ ଜିତେନ୍ଦ୍ର ଦାସ ପ୍ରତିଦ୍ବନ୍ଦିତା କରୁଛନ୍ତି l ଉକ୍ତ ପଂଚାୟତ ରେ ତୁଳସୀପୁର ,କମଳା ପଦର ,ପିତ୍ତନାପାଲୀ ,କଦଳୀ ବସନ୍ତ ,ହରିପୁର ପଭୂତି ଗ୍ରାମ ଥିବା ବେକେ ଚଳିତ ନିର୍ବାଚନ ରେ ଭାଗିରଥି ତାଙ୍କ ଭାଗ୍ୟ ପରୀକ୍ଷା ପାଇଁ ଲାଗି ପଡିଥିବା ବେଳେ ସରପଂଚ ପାର୍ଥି ସିକ| ପାଣ୍ଡୀ ଗ୍ରାମ ର ମନ୍ଦିର ନିର୍ମାଣ କୁ ମୁଦ୍ଦା କରି ନିର୍ବାଚନ ଲଢ଼ୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରତିଯୋଗିତା ଜୋର ସୋର ଚାଲିଥିବା ଦେଖିବାକୁ ମିଳିଛି l ଗତ ୧୦ ବର୍ଷ ମଧ୍ୟରେ ହାଇସ୍କୁଲ ଓ ସ୍ମାର୍ଟ କ୍ଲାସ ଓ ସ୍ମାର୍ଟ ପୋଖରୀ ଓ ସ୍ମ|ର୍ଟ ପାର୍କ କାର୍ଯ୍ୟ ହୋଇଥିବା ବେଳେ ପାନୀୟ ଜଳ ଓ ରାସ୍ତାଘାଟ ନିର୍ମାଣ ହୋଇଥିବା ବେଳେ କମଳା ପଦାର ଗ୍ରାମରେ ପାନୀୟ ଜଳ ସମସ୍ୟା ଥିବା ପ୍ରକାଶ l

ad-week
Leave A Reply

Your email address will not be published.