ଲକ୍ଷଣ ନଥିଲେ କୋଭିଡ ଟେଷ୍ଟ କରିବାର ଆବଶ୍ୟକ ନାହିଁ: ସ୍ୱାସ୍ଥ୍ୟ ନିର୍ଦେଶକ

add-all

ଭୁବନେଶ୍ୱର: କୋଭିଡ ସଂକ୍ରମଣ ନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଓ ହସ୍ପିଟାଲ ରେଟ ଦେଖିଲେ ରାଜ୍ୟ ଭଲ ସ୍ଥିତିରେ ରହିଛି। ଡେଞ୍ଜର ଜୋନରୁ ଖୁବ ଜଲଦି ଆମେ ବାହାରି ଯିବା। ଯେଉଁମାନେ ହସ୍ପିଟାଲକୁ ଅସ୍ତ୍ରୋପଚାର ଲାଗି ଆସୁଛନ୍ତି, ସେମାନଙ୍କ ଲକ୍ଷଣ ନଥିଲେ ଟେଷ୍ଟ କରିବାର ଆବଶ୍ୟକ ନାହିଁ।

କେନ୍ଦ୍ର ସରକାର ଯେଉଁ ଗାଇଡଲାଇନ ଦେଇଛନ୍ତି ସେଇ ଅନୁସାରେ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯାଇଛି। କୋଭିଡ ମୃତ୍ୟୁସଂଖ୍ୟା ମଧ୍ୟ ଧୀରେ ଧୀରେ ଧୀରେ କମିବ। ପୂର୍ବ ମୃତ୍ୟୁଗୁଡ଼ିକର ଅଡିଟ କରି ମୃତ୍ୟୁସଂଖ୍ୟା ପ୍ରକାଶ କରାଯାଉଛି।

ad-week
Leave A Reply

Your email address will not be published.