ବ୍ରାଉନସୁଗର ବେପାରୀ ମିକିକୁ ଜାମିନ

add-all

କଟକ: ବହୁଚର୍ଚ୍ଚିତ ବ୍ରାଉନସୁଗର ବେପାରୀ ମିକିକୁ ଓଡିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ରାଉନସୁଗାର ବେପାରୀ ମନୋରଞ୍ଜନ ସାହୁ ଓରଫ ମିକିର ଜାମିନ ଆବେଦନ ଉପରେ ଶୁଣାଣି କରି ସର୍ତ୍ତ ମୂଳକ ଜାମିନ ମଂଜୁର କରିଛନ୍ତି।

ନିମ୍ନ ଅଦାଲତ ଅନ୍ୟାନ୍ୟ ସର୍ତ୍ତ ଧାର୍ଯ୍ୟ କରି ୨ଲକ୍ଷ ଜମା ରଖି ଜାମିନରେ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ସେହିପରି ଅଭିଯୁକ୍ତ ୬ ମାସ ଯାଏ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଥିଲେ।

ad-week
Leave A Reply

Your email address will not be published.