୫ ଦିନିଆ ରିମାଣ୍ଡରେ ଯିବେ ନକଲି ଡାକ୍ତର ରମେଶ

add-all

ଭୁବନେଶ୍ୱର: ନକଲି ଡାକ୍ତର ରମେଶ ସ୍ବାଇଁ ଆଉ ୫ ଦିନିଆ ରିମାଣ୍ଡରେ ଯିବେ । ଏନେଇ ଏସ୍‌ଡିଜେମେ୍‌ ପକ୍ଷରୁ ଅନୁମତି ମିଳିଛିି। ତେବେ ୭ ଦିନ ରିମାଣ୍ଡରେ ନେବାକୁ ଏସ୍‌ଡିଜେମେ୍‌ କୋର୍ଟରେ ମହିଳା ଥାନା ପୋଲିସ ଆବେଦନ କରଥିଲା।୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ରୁଜୁ ହୋଇଛି ମାମଲା। ସେହିପରି ଜାଲ ଡକ୍ୟୁମେଣ୍ଟ ପାଇଁ ସହିଦନଗର ଥାନାରେ ମାମଲା ରୁଜୁ କରାଯାଇଛିି।

ଜାଲ ଡକ୍ୟୁମେଣ୍ଟ ଦ୍ୱାରା କାର୍‌ ରେଜିଷ୍ଟ୍ରେସନ ନମ୍ବର କରିଥିବା ଅଭିଯୋଗ ହୋଇଛି। ଗୌହାଟୀ ସ୍ତ୍ରୀଙ୍କୁ ଠକେଇ ଅଭିଯୋଗର ତଦନ୍ତ ପାଇଁ ରିମାଣ୍ଡ ଆବେଦନ କରାଯାଇଥିଲା।

ad-week
Leave A Reply

Your email address will not be published.