ମାଲିକାଣିଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲୁଟି ନେଲେ ଡ୍ରାଇଭର

add-all

ଭୁବନେଶ୍ୱର: ବିଶ୍ୱାସରେ ବିଷ ଦେଲା ଡ୍ରାଇଭର । ମାଲିକାଣୀଙ୍କ ସରଳତାର ସୁଯୋଗ ନେଇ ଆକାଉଣ୍ଟରୁ ଚଳୁ କଲା ପ୍ରାୟ ୧୦ ଲକ୍ଷ ଟଙ୍କା । ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଧୀନରେ । ଏ ନେଇ ସାଇବାର ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ମହାନାକୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ଟି ମୋବାଇଲ ଫୋନ, ୩ଟି ସିମ, ୪ଟି ବ୍ୟାଙ୍କ ପାସବୁକ, ୩ଟି ଏଟିଏମ କାର୍ଡ, ଗୋଟିଏ ଡେବିଟ କାର୍ଡ ଏବଂ ଆଧାରକାର୍ଡ ଜବତ କରିଛି ସାଇବର ଥାନା ପୋଲିସ ।

ad-week
Leave A Reply

Your email address will not be published.