ଅଗ୍ନିକାଣ୍ଡ ଘଟି ଚାରି ଗୁହାଳ ପୋଡି ପାଉଁଶ

add-all

ଚିକିଟି : ପାତ୍ରପୁର ବ୍ଳକ ତଣ୍ଡିପୁର ପଂଚାୟତର ଖଇର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଚାରୋଟି ଗୁହାଳ ପୋଡି ଯାଇଥିବା ଜଣା ଯାଇଛି। ଆଜି ସନ୍ଧ୍ୟାରେ ହଠାତ ନିଆଁ ଲାଗି ଗ୍ରାମର ଧୋବା ପ୍ରଧାନ, କୃଷ୍ଣ ପ୍ରଧାନ ,ସୁକୁଟା ପ୍ରଧାନ, ଏବଂ ନିରଞ୍ଜନ ବେଜ ଙ୍କ ଚାରୋଟି ଗୁହାଳ ପୋଡି ଯାଇଥିବା ଜଣା ଯାଇଛି। ଅଗ୍ନିକାଣ୍ଡ ଜଣାପଡିବା ପରେ ଗ୍ରାମର ଲୋକମାନେ ତୁରନ୍ତ ପହଞ୍ଚି ନିଆଁ କୁ ଆୟତ୍ତ କରୁଥିବା ବେଳେ ଖବର ପାଇ ପାତ୍ରପୁର ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚିଥିବା ଜଣାପଡିଛି।

ad-week
Leave A Reply

Your email address will not be published.