ମାନସ ସ୍ୱାଇଁ ହତ୍ୟା ମାମଲା, ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ୪ଟି ସ୍ଵତନ୍ତ୍ର ଟିମ୍ ଗଠନ କଲା ଭଦ୍ରକ ପୋଲିସ

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଭଦ୍ରକ ପୋଲିସ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ। ଏନେଇ ଭଦ୍ରକ ଏସପି ଚରଣ ସିଂ ମiନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନାଙ୍କୁ ଗିରଫ ପାଇଁ ଜିଲ୍ଲା ପୋଲିସର ୪ଟି ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ଖୋଜ ଖବର ନେଉଛନ୍ତି।

ad-week
Leave A Reply

Your email address will not be published.